୨୦୫ କିଲୋ ଗଞ୍ଜେଇ ସହ ପିକ୍‌-ଅପ୍‌ ଭ୍ୟାନ ଜବତ : ୨ ଗିରଫ, ୨ ଅଭିଯୁକ୍ତ ଫେରାର

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସ ପକ୍ଷରୁ ସୋମବାର ରାତିରେ ପାଟ୍ରୋଲିଂ ସମୟରେ ଥୁବା ଗ୍ରାମ ନିକଟରୁ ଏକ ମାକ୍ସ ପିକ-ଅପ୍‌ ଭ୍ୟାନ ସହ ୨୦୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରା ଯାଇଛି। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣାଯାଇଛି। ଗିରଫ ୨ ଜଣ ହେଲେ ନାଗେଶ୍ୱର ଗାମ୍ପରାଇ(୩୦) ଓ ଭୂଷଣ … Continue reading ୨୦୫ କିଲୋ ଗଞ୍ଜେଇ ସହ ପିକ୍‌-ଅପ୍‌ ଭ୍ୟାନ ଜବତ : ୨ ଗିରଫ, ୨ ଅଭିଯୁକ୍ତ ଫେରାର